ରାଣୀ ଗୁହା Rāṇī guhā

  • ଦେ. ବି. (ନାମ) — ଭୁବନେଶ୍ୱର ନିକଟସ୍ଥ ଉଦୟଗିରି ପାହାଡ଼ରେ ବହୁ ପ୍ରକୋଷ୍ଠମୟ ଦ୍ୱିତଳ— ବିଶିଷ୍ଟ ଖୋଦିତ ଗୁମ୍ଫା — Name of a cluster of caves in the Udayagiri hills of the Puri district in Orissa, consisting of two storied caves carved in the rock