ରାଣ ବେଲି Rāṇa beli

  • ଦେ. ବି. (ବୈଦ୍ଯକ) — ଆରଣ୍ୟ ବୃକ୍ଷବିଶେଷ — A medicinal wild plant
  • ଦେ. ବି. (ବୈଦ୍ଯକ) — [ଦ୍ର—ଏହାର ମୂଳର କ୍ୱାଥ ବା ଚୂର୍ଣ୍ଣ ବିଷଦୋଷ, କୃମି, ରକ୍ତବିକାର, ଉପଦଂଶ, ବ୍ରଣ ଓ ବାତ ରୋଗ ନିବାରଣ କରେ; ଏହା ବମନ ଓ ବିରେଚନ କରାଏ—ଦ୍ରବ୍ଯଗୁଣ, କଳ୍ପଦ୍ରୂମ।]