ରାଣ ପକେଇବା Rāṇa pakeibā
- ଦେ. କ୍ରି — କୌଣସି ବ୍ଯକ୍ତିଙ୍କ ବା ଦେବତାଙ୍କ ନାମ ଉଚ୍ଚାରଣ ପୂର୍ବକ ଶପଥ କରିବା — To take an oath; to swear by the name of a person or Deity
- ଦେ. କ୍ରି — ଶପଥ ପୂର୍ବକ କୌଣସି ବ୍ଯକ୍ତିକୁ କିଛି କାର୍ଯ୍ୟ କରିବାକୁ ଅନୁରୋଧ କରିବା — To request a person on oath
- ଦେ. କ୍ରି — (ଉ—ଗୋଟିଏ ଗୋଟିଏ ଅଳ୍ପ କଥାକୁ କୋଟିଏ ପକାଏ ରାଣ ଗୋ। କବିସୂର୍ଯ୍ୟ ସଙ୍ଗୀତ।)
- ଦେ. କ୍ରି — [ଦ୍ର—ନିମ୍ନଲିଖିତ ଉପଲକ୍ଷରେ ରାଣ ପକାଇବାକୁ ହୁଏ
- ଦେ. କ୍ରି — ସୁକୃତ କରି ସତ୍ୟ କହିବା (ରାଣ ଖାଇବା);
- ଦେ. କ୍ରି — କୌଣସି ବ୍ଯକ୍ତିକୁ କୌଣସି କାର୍ଯ୍ୟ କରିବାକୁ ଅନୁରୋଧ କରିବା (ରାଣ ଦେବା, ରାଣ ପକାଇବା);
- ଦେ. କ୍ରି — କୌଣସି ବ୍ଯକ୍ତିକୁ କୌଣସି କାର୍ଯ୍ୟ କରିବାରୁ ବିରତ ହେବାକୁ ଅନୁରୋଧ କରିବା (ରାଣ ଦେବା, ରାଣ ପକାଇବା);
- ଦେ. କ୍ରି — ନିଜେ ଭବିଷ୍ୟତରେ କୌଣସି କାର୍ଯ୍ୟ ନ କରିବାକୁ ସତ୍ୟ ପ୍ରତିଜ୍ଞା କରିବା (ରାଣ ଖାଇବା)।]