ରାଣ ଦେବା Rāṇa debā

  • ଦେ. କ୍ରି — ଅନ୍ଯ ବ୍ଯକ୍ତିକୁ ଶପଥ ପୂର୍ବକ ଅନୁରୋଧ କରିବା — To request a person in the name of a Deity or beloved person
  • ଦେ. କ୍ରି — [ଉ—ମୋର ନିକଟକୁ ନ ଆଣ, ତୁମ୍ଭଙ୍କୁ ଦେଉ— ଅଛି ରାଣ। ପ୍ରାଚୀ, ନିର୍ଗୁଣ ମାହାତ୍ମ୍ୟ।]