ରାଢେଣୀ Rāṟḍ̠ẖeṇī

  • ଦେ. ବିଣ. ସ୍ତ୍ରୀ — ଦୁଷ୍ଟା (ସ୍ତ୍ରୀ) — Wicked (Woman)
  • ଦେ. ବିଣ. ସ୍ତ୍ରୀ — [ଉ—ସ୍ତିରୀ କୁଳେ କଳଙ୍କ ତୁ କୁଟିଳ ରାଢ଼େଣୀ ପ୍ରତାପ—ଶଶିସେଣା।]
  • ଦେ. ବିଣ. ସ୍ତ୍ରୀ — ମୂଢ଼ା — Devoid of good sense (said of a woman)
  • ଦେ. ବିଣ. ସ୍ତ୍ରୀ — ହୀନା; ନୀଚା; ଅଧମା — Ignoble; low; mean (woman)
  • ଦେ. ବିଣ. ସ୍ତ୍ରୀ — କୃପଣା — Miserly (woman)
  • ଦେ. ବିଣ. ସ୍ତ୍ରୀ — ନିଷ୍ଠୁରା — Cruel (woman)
  • ଦେ. ବିଣ. ସ୍ତ୍ରୀ — [ଉ—ଅଗ୍ନି ଜାଳନ୍ତେ ଥମ୍ବିଲା ରାଢ଼େଣୀ, ଅନେକ ଯାଳେ ନ ତାତିଲା ପାଣି। ପ୍ରତାପ, ଶଶିସେଣା।]
  • ଦେ. ବିଣ. ସ୍ତ୍ରୀ — ଭାଗ୍ୟ— ହୀନା — Unfortunate; wretched (woman)