ରାଣ Rāṇa

  • ସଂ. ବି.—(ରଣ୍ ଧାତୁ=ଶବ୍ଦ କରିବା+ଅ) — ମୟୂରପୁଚ୍ଛ — Peacock's tail
  • ଦେ. ବି.—(ସଂ. ରାଜନ; ପ୍ରା. ରାଣ)—(ପଦ୍ଯ) — ଅନେକଙ୍କ ମଧ୍ୟରେ ଶ୍ରେଷ୍ଠ ବ୍ଯକ୍ତି — Chief person amongst many
  • ଦେ. ବି.—(ସଂ. ରାଜନ; ପ୍ରା. ରାଣ)—(ପଦ୍ଯ) — [ଉ—ତୁ ସିନା ମୋର ପ୍ରାଣ। ରମଣୀଗଣ ରାଣ—କବିସୂର୍ଯ୍ୟ, ସଙ୍ଗୀତ।]
  • ଦେ. ବି.—(ସଂ. ରାଜନ; ପ୍ରା. ରାଣ)—(ପଦ୍ଯ) — (ପଦ୍ଯ) (ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ହୁଏ, ଯଥା —ନୃପରାଣ=ନୃପଶ୍ରେଷ୍ଠ; ରାଜନ୍ ଶବ୍ଦ ପ୍ରା. ରାଣ) ଅଧିପତି; ରାଜା — King; Lord
  • ଦେ. ବି.—(ସଂ. ରାଜନ; ପ୍ରା. ରାଣ)—(ପଦ୍ଯ) — (ଉ—ତାହାଙ୍କୁ ଆଜ୍ଞା ଦେଲେ ବ୍ୟାସ ଋଷିରାଣ। କୃଷ୍ଣସିଂହ, ମହାଭାରତ, ଆଦି।
  • ଦେ. ବି.—(ସଂ. ରାଜନ; ପ୍ରା. ରାଣ)—(ପଦ୍ଯ) — (ପଦ୍ଯ) ରାଜା — King
  • ଦେ. ବି.—(ସଂ. ରାଜନ; ପ୍ରା. ରାଣ)—(ପଦ୍ଯ) — (ଯଥା—ସୁରରାଣ, ନରରାଣ, ଜନ୍ତୁରାଣ।)
  • ଦେ. ବି.—(ସଂ. ରାଜନ; ପ୍ରା. ରାଣ)—(ପଦ୍ଯ) — [ଉ—ଦଣ୍ଡେ ନିମିଷେ ଥିଲେ ପ୍ରାଣ, ନ ନେଇ ପାରେ ଜନ୍ତୁରାଣ। ଜଗନ୍ନାଥ, ଭାଗବତ।]
  • ଦେ. ବି.—(ସଂ. ରାଜନ; ପ୍ରା. ରାଣ)—(ପଦ୍ଯ) — (ପୂର୍ବେ ରାଜାଙ୍କ ନାମ ଉଚ୍ଚାରଣ ପୂର୍ବକ ଶପଥ କରା ଯାଉଥିବାରୁ) ଶପଥ; ଦିବ୍ୟ — An oath (by taking the name of a person or Deity)
  • ଦେ. ବି.—(ସଂ. ରାଜନ; ପ୍ରା. ରାଣ)—(ପଦ୍ଯ) — [ଉ—ଥିଲା ପରି ସ୍ନେହ ଲାଗିଲା କି କହ ଅଛିଟି ତୋତେ ମୋ ରାଣ। କବିସୂର୍ଯ୍ୟ, କିଶୋରୀଚମ୍ପୂ 'ଥ' ଗୀତ।]
  • ଦେ. ବି.—(ସଂ. ରାଜନ; ପ୍ରା. ରାଣ)—(ପଦ୍ଯ) — [ଦ୍ର—ଯେଉଁ ଲୋକଙ୍କ ବା ରାଜାଙ୍କ ବା ଦେବତାଙ୍କ ନାମ ଧରି ଶପଥ କରିବାକୁ ହୁଏ ସେହି ସେହି ବ୍ଯକ୍ତି ଆଦିଙ୍କ ସଙ୍ଗେ 6 ଷ୍ଠୀ ବିଭକ୍ତି ଯୋଗ କରାଯାଏ, ଯଥା—ମୋ ରାଣ, ବାପାଙ୍କ ରାଣ, ଦିଅଙ୍କ ରାଣ, ସରସ୍ୱତୀଙ୍କ ରାଣ, ରାଜାଙ୍କ ରାଣ।] — [ଦ୍ର—ଯେଉଁ ଲୋକଙ୍କ ବା ରାଜାଙ୍କ ବା ଦେବତାଙ୍କ ନାମ ଧରି ଶପଥ କରିବାକୁ ହୁଏ ସେହି ସେହି ବ୍ଯକ୍ତି ଆଦିଙ୍କ ସଙ୍ଗେ6ଷ୍ଠୀ ବିଭକ୍ତି ଯୋଗ କରାଯାଏ, ଯଥା—ମୋ ରାଣ, ବାପାଙ୍କ ରାଣ, ଦିଅଙ୍କ ରାଣ, ସରସ୍ୱତୀଙ୍କ ରାଣ, ରାଜାଙ୍କ ରାଣ]