ରାଟ ସିଂହ Rāṭasiha
- ଦେ. ବି. (ସଂ. ରାଜ ଓ ସିଂହ) — ରାଏଟ ସିଂହ; କ୍ଷତ୍ରିୟଙ୍କ ବଂଶୋପାଧି ବିଶେଷ — A family title of the Kshatriyas
- ଦେ. ବି. (ସଂ. ରାଜ ଓ ସିଂହ) — ପୁରୀଜିଲ୍ଲା କୋଠଦେଶର ପୂର୍ବତନ କ୍ଷତ୍ରିୟ ଜମିଦାର (ନିମାପଡ଼ାବାସୀ) ବଂଶର ଉପାଧି — The family title of the old Zamindar family of the Koṭhadeṡa estate in the Puri district