ରାଞ୍ଚୁଡ଼ା Rān̄chuṟḍ̠ā

  • ଦେ. ବି. — ନଖଦ୍ୱାରା ରାମ୍ପି ରେଖାକାରରେ କ୍ଷତ ବିକ୍ଷତ କରିବା; ଛୋଟ କଣ୍ଟାଦ୍ୱାରା ରାମ୍ପିବା — Scratching with nails or thorn
  • ଦେ. ବି. — ରାମ୍ପୁଡ଼ାଚିହ୍ନ — Marks of scratching
  • ବିଣ — ନଖଦ୍ୱାରା କ୍ଷତବିକ୍ଷତ — Scratched