ରାଞ୍ଚି Rān̄chi

  • ଦେ. ବି. — ବିହାର ପ୍ରଦେଶର ଛୋଟନାଗପୁରର ରାଜଧାନୀ — Ranchi, the capital of Chotanagpur in the Province of Bihar
  • ଦେ. ବି. — [ଦ୍ର—ଏହା ବର୍ତ୍ତମାନ ବିହାର ସରକାରଙ୍କର ଗ୍ରୀଷ୍ମନିବାସରୂପେ ବ୍ଯବହୃତ ହେଉଅଛି] — The summer capital of the Bihar Govt