ରାଜ୍ୟାଙ୍ଗ Rājyāṅga
- ସଂ. ବି.—( 6 ଷ୍ଠୀ ତତ୍)—(ନୀତିଶାସ୍ତ୍ର) — ରାଜ୍ୟ ଶାସନ ନିମନ୍ତେ ପ୍ରୟୋଜନୀୟ ଉପକରଣ ବା ପ୍ରଧାନ ଅଙ୍ଗ — (Science of politics) Constituent parts of a state; the essential elements or materials or components of a kingdom
- ସଂ. ବି.—( 6 ଷ୍ଠୀ ତତ୍)—(ନୀତିଶାସ୍ତ୍ର) — [ଦ୍ର—ହିନ୍ଦୁ ନୀତିଶାସ୍ତ୍ର ମତରେ ରାଜ୍ୟାଙ୍ଗ ଆଠଗୋଟି (ବା ମତାନ୍ତରରେ ନଅ ଗୋଟି), ଯଥା— 1 । ସ୍ୱାମୀ ବା ଅଧି- ପତି, 2 । ଅମାତ୍ୟ ବା ମନ୍ତ୍ରୀ, 3 । ସୁହୃତ୍ ବା ମିତ୍ର, 4 । ଧନ ବା କୋଷ, 5 । ରାଷ୍ଟ୍ର ବା ଦେଶ, 6 । ଦୁର୍ଗ, 7 । ସୈନ୍ୟ ବା ବଳ, 8 ପ୍ରକୃତି ବା ପ୍ରଜା, 9 । ତପସ୍ୱୀ ବା ପୁରୋହିତ।] — [ଦ୍ର—ହିନ୍ଦୁ ନୀତିଶାସ୍ତ୍ର ମତରେ ରାଜ୍ୟାଙ୍ଗ ଆଠଗୋଟି (ବା ମତାନ୍ତରରେ ନଅ ଗୋଟି), ଯଥା—1 ସ୍ୱାମୀ ବା ଅଧି- ପତି,2 ଅମାତ୍ୟ ବା ମନ୍ତ୍ରୀ,3 ସୁହୃତ୍ ବା ମିତ୍ର,4 ଧନ ବା କୋଷ,5 ରାଷ୍ଟ୍ର ବା ଦେଶ,6 ଦୁର୍ଗ,7 ସୈନ୍ୟ ବା ବଳ,8ପ୍ରକୃତି ବା ପ୍ରଜା,9 ତପସ୍ୱୀ ବା ପୁରୋହିତ]