ରାଜ୍ୟଛ଼ଡ଼ା Rajyachhaṟḍ̠ā

  • ଦେ. ବିଣ (ମନ୍ଦାର୍ଥ) — ଲୋକବହିର୍ଭୂତ; ଯେଉଁ ବିଷୟ ସମଗ୍ର ରାଜ୍ୟରେ ଦେଖା ବା ଶୁଣା ନାହିଁ; ସୃଷ୍ଟି ଛଡ଼ା; ଅସାଧାରଣ — (a matter) Which is not to be found in a country; extraordinary; unusual; uncommon
  • ଦେ. ବିଣ (ମନ୍ଦାର୍ଥ) — ରାଜ୍ୟରୁ ବିତାଡ଼ିତ; ନିର୍ବାସିତ — Driven from a kingdom; deported; exiled