ରାଜ୍ୟକ୍ତା Rajyaktā

  • ସଂ. ବି. (ବୈଦ୍ଯକ) — ରାଇତା; ଲାଉର କ୍ଷୁଦ୍ରଖଣ୍ଡମାନଙ୍କ ସଙ୍ଗେ ଦହି, ଲୁଣ, ବେଶର ଓ ମସଲାଗୁଣ୍ଡା ମିଶାଯାଇ କରାଯିବା ତିଅଣ — A sort of sour curry made of gourd, curd and spices