ରାଜ୍ୟ ଭାର Rājya bhāra
- ସଂ. ବି.—( 6 ଷ୍ଠୀ ତତ୍; ରାଜ୍ୟ+ଭାର) — ରାଜାଙ୍କ ଦ୍ୱାରା ଅନ୍ଯ ଉପରେ ନ୍ୟସ୍ତ ରାଜ୍ୟଶାସନ କାର୍ଯ୍ୟ ଚଳାଇବାର ଦାୟିତ୍ୱ — The charge of governing a country; the duty of administration
- ସଂ. ବି.—( 6 ଷ୍ଠୀ ତତ୍; ରାଜ୍ୟ+ଭାର) — ରାଜାଙ୍କ ନିଜ ରାଜ୍ୟଶାସନରୂପ ଗୁରୁଦାୟିତ୍ୱ ବା କର୍ତ୍ତବ୍ୟ — The onerous duties which devolve on the king of administering his kingdom