ରାଜୀବ ନୟନ Rājība nayana

  • ସଂ. ବିଣ. ପୁଂ.—(ବହୁବ୍ରୀହି; ରାଜୀବ=ପଦ୍ମ ପରି ନୟନ ଯାହାର) — ପଦ୍ମପରି ସୁନ୍ଦର ଚକ୍ଷୁବିଶିଷ୍ଟ — Lotus-eyed; having eyed as graceful as the lotus
  • ଦେ. ବି. ପୁଂ. — ଲୋକଙ୍କ ନାମ — A name given to males