ରାଜିବା Rājibā

  • ଦେ. (ପଦ୍ଯ) କ୍ରି.—(ସଂ. ରାଜ୍ ଧାତୁ) — ବିରାଜିବା; ଶୋଭା ପାଇବା — To shine
  • ଦେ. (ପଦ୍ଯ) କ୍ରି.—(ସଂ. ରାଜ୍ ଧାତୁ) — [ଉ—କାହିଁ ରାଜଇ ଘାଟ। ମଧୁସୂଦନ, ଛାନ୍ଦମାଳା।]