ରାଜିତମାନ Rājitamāna

  • ଦେ. ବିଣ.—(ସଂ. ରାଜିତ) — ଶୋଭମାନ — Beautiful
  • ଦେ. ବିଣ.—(ସଂ. ରାଜିତ) — [ଉ—ବିଘ୍ନ ରାଜସତ ଉପମା ରାଜିତ, ରାଜିତମାନ କରି ଲୋଡ଼ି। ଭଞ୍ଜ. ବୈଦେହୀଶ ବିଳାସ]