ରାଜି ବଦର Rāji badara
- ଦେ. ବି. — (ସେଟଲ୍ମେଣ୍ଟ ଇଲାକାରେ ବ୍ଯବହୃତ ଶବ୍ଦ) ଖାନାପୁରୀ ପରେ ଆଟେଷ୍ଟେଶନ୍ ସମୟରେ ଜଣେ ବ୍ଯକ୍ତି ଖାନାପୁରୀ ରେକଡ଼୍ ସଂଶୋଧନ ସମ୍ବନ୍ଧେ କରିଥିବା ଆପତ୍ତିର ପ୍ରତିବାଦୀର ସମ୍ମତି ଅନୁସାରେ ମୀମାଂସା — The decision of a dispute by the consent of the defendant at the attestation stage of revenue settlement proceedings