ରାଜାରାମ ପଣ୍ଡିତ Rājārāma paṇḍita
- ଦେ. ବି. (ନାମ) — ମରହଟ୍ଟା ଅମଳରେ ଓଡ଼ିଶାର ଶାସନରେ ନିଯୁକ୍ତ ସୁବାଦାର ବିଶେଷ — Name of a Marhatta Governor of Orissa
- ଦେ. ବି. (ନାମ) — [ଦ୍ର—ଏ ଖ୍ରୀ. 1779 ସାଲରେ ଓଡ଼ିଶାକୁ ଆସିଥିଲେ। ଏ ରାଜଶାସନରେ ପଟୁ ଓ ନିର୍ମଳ ଚରିତ୍ରର ଲୋକ ଥିଲେ। 1781 ସାଲରେ ବିରାରର ମରହଟ୍ଟାରାଜାଙ୍କ ସହିତ ଇଂରାଜମାନଙ୍କର ଯେଉଁ ସନ୍ଧି ହୋଇଥିଲା ସେଥିରେ ମରହଟ୍ଟାଙ୍କ ପକ୍ଷରୁ ରାଜାରାମ ଉପସ୍ଥିତ ହୋଇଥିଲେ। ଏହାଙ୍କ ଅମଳର ଅନେକ ଲାଖରାଜ ଜମିର ସନନ୍ଦ ଓଡ଼ିଶାରୁ ମିଳେ। ଏ ଓଡ଼ିଶାରେ ରାଜସ୍ୱ ବନ୍ଦୋବସ୍ତ କରାଇଥିଲେ] — [ଦ୍ର—ଏ ଖ୍ରୀ.1779ସାଲରେ ଓଡ଼ିଶାକୁ ଆସିଥିଲେ ଏ ରାଜଶାସନରେ ପଟୁ ଓ ନିର୍ମଳ ଚରିତ୍ରର ଲୋକ ଥିଲେ1781ସାଲରେ ବିରାରର ମରହଟ୍ଟାରାଜାଙ୍କ ସହିତ ଇଂରାଜମାନଙ୍କର ଯେଉଁ ସନ୍ଧି ହୋଇଥିଲା ସେଥିରେ ମରହଟ୍ଟାଙ୍କ ପକ୍ଷରୁ ରାଜାରାମ ଉପସ୍ଥିତ ହୋଇଥିଲେ ଏହାଙ୍କ ଅମଳର ଅନେକ ଲାଖରାଜ ଜମିର ସନନ୍ଦ ଓଡ଼ିଶାରୁ ମିଳେ ଏ ଓଡ଼ିଶାରେ ରାଜସ୍ୱ ବନ୍ଦୋବସ୍ତ କରାଇଥିଲେ]