ରାଜାବର୍ତ୍ତ Rājābartta

  • ସଂ. ବି. — ସ୍ଫଟିକ ଜାତୀୟ ଉପରତ୍ନ — A kind of inferior gem
  • ସଂ. ବି. — [ଦ୍ର—ଏହି ମଣି ନୀଳ ବା କୃଷ୍ଣବର୍ଣ୍ଣ; କିନ୍ତୁ ମୟୂର କଣ୍ଠ ପରି ନାନାପ୍ରକାର ଆଭା ଏଥିରୁ ବାହାରେ। ଏହା ଧାରଣ କଲେ ସୌଭାଗ୍ୟ ବୃଦ୍ଧି ଓ ରୋଗ ଶାନ୍ତି ହୁଏ।]