ରାଜାନ୍ନ Rājānna

  • ସଂ. ବି. (ବୈଦ୍ଯକ) — କର୍ଣ୍ଣାଟ ଦେଶ ପ୍ରସିଦ୍ଧ ହୈମନ୍ତିକ ଧାନ୍ୟ ବିଶେଷ; ଏକପ୍ରକାର ସରୁଧାନ — A sort of fine winter rice grown in the Deccan
  • ସଂ. ବି. (ବୈଦ୍ଯକ) — [ଦ୍ର—ଏହା ଶୁକ୍ଳ, ରକ୍ତ ଓ କୃଷ୍ଣବର୍ଣ୍ଣ ଭେଦରେ ତିନି ପ୍ରକାର। ତନ୍ମଧ୍ୟରେ କୃଷ୍ଣବର୍ଣ୍ଣ ଅପେକ୍ଷା ରକ୍ତ ଓ ରକ୍ତ ଅପେକ୍ଷା ଶୁକ୍ଳଧାନ୍ୟ ଉତ୍କୃଷ୍ଟ।]