ରାଜା ସାମନ୍ତସିଂହାର Rājā sāmantasiṁhāra

  • ଦେ. ବି. (ନାମ) — ପ୍ରାଚୀନ ଓଡ଼ିଆ କବି ବିଶେଷ — Name of an ancient Oriya poet
  • ଦେ. ବି. (ନାମ) — [ଦ୍ର—ମଧୁପଚଉତିଶା ଓ ରାଧାବିଳାପ ଏହାଙ୍କ ଦ୍ୱାରା ରଚିତ ହୋଇଥିଲା। ବିନାୟକ, ଉତ୍କଳ ସାହିତ୍ୟ ଇତିହାସ।]