ରାଜସ୍ଥାନ Rājasthāna

  • ଦେ. ବି — ରାଜପୁତାନା (ଦେଖ) — 1. Rājaputānā (See)
  • ଦେ. ବି — ରାଜପୁତାନା ଅନ୍ତର୍ଗତ 5 ଗୋଟି ରାଜ୍ୟ (ମେବାର, ମାରବାଡ଼, ଯସଲମିର୍, କୋଟା ଓ ବୁନ୍ଦି) — ରାଜପୁତାନା ଅନ୍ତର୍ଗତ5ଗୋଟି ରାଜ୍ୟ (ମେବାର, ମାରବାଡ଼, ଯସଲମିର୍, କୋଟା ଓ ବୁନ୍ଦି)—. Five principalities in Rājputānā
  • ଦେ. ବି — [ଉ—ରାଜସ୍ଥାନେ ଭ୍ରମିଭୀମ ମରୁସ୍ଥଳୀ। ରାଧାନାଥ, ଚିଲିକା।]
  • ଦେ. ବି — ରାଜପୁତାନାର ରାଜ— ବଂଶୀୟ ରାଜାମାନଙ୍କ ଇତିହାସ ଓ ପୁରାତତ୍ତ୍ୱ ସଂଗ୍ରହପୂର୍ବକ କର୍ଣ୍ଣେଲ ଟଡ୍ ସାହେବଙ୍କ ରଚିତ ଇଂରାଜି ଗ୍ରନ୍ଥ — Todd's Rajasthana; a work embodying the history of the Kshatriya families of Rājputānā
  • ଦେ. ବି — [ଦ୍ର—ଇଂରାଜ ଗଭର୍ଣ୍ଣମେଣ୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇ କର୍ଣ୍ଣେଲ୍ ଜେମ୍ସ ଟଡ଼୍ ପ୍ରଥମେ ରାଜପୁତାନା ଅଞ୍ଚଳକୁ ମାପ କରିଥିଲେ ଓ ପରେ ଉକ୍ତ ଅଞ୍ଚଳ ଅନ୍ତର୍ଗତ 5 ଟି ରାଜ୍ୟ ସମ୍ବଳିତ ରାଜସ୍ଥାନର ପୋଲିଟିକାଲ୍ ଏଜେଣ୍ଟ୍ ରୂପେ ନିଯୁକ୍ତ ହୋଇଥିଲେ। ଏହାଙ୍କର ଜନ୍ମ ଖ୍ରୀ 1782 , ମୃତ୍ୟୁ 1835 । ଏ 1806 ରୁ 1823 ପର୍ଯ୍ୟନ୍ତ ଚାକିରିରେ ନିଯୁକ୍ତ ହୋଇଥିଲେ। କର୍ଣ୍ଣଲେ ଟଡ଼୍ ତାଙ୍କ ରାଜସ୍ଥାନ ଗ୍ରନ୍ଥରେ ରାଜପୁତ ଜାତିର ବିଶେଷ ସୁଖ୍ୟାତି କରି ଅଛନ୍ତି।] — [ଦ୍ର—ଇଂରାଜ ଗଭର୍ଣ୍ଣମେଣ୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇ କର୍ଣ୍ଣେଲ୍ ଜେମ୍ସ ଟଡ଼୍ ପ୍ରଥମେ ରାଜପୁତାନା ଅଞ୍ଚଳକୁ ମାପ କରିଥିଲେ ଓ ପରେ ଉକ୍ତ ଅଞ୍ଚଳ ଅନ୍ତର୍ଗତ5ଟି ରାଜ୍ୟ ସମ୍ବଳିତ ରାଜସ୍ଥାନର ପୋଲିଟିକାଲ୍ ଏଜେଣ୍ଟ୍ ରୂପେ ନିଯୁକ୍ତ ହୋଇଥିଲେ ଏହାଙ୍କର ଜନ୍ମ ଖ୍ରୀ1782, ମୃତ୍ୟୁ1835 ଏ1806ରୁ1823ପର୍ଯ୍ୟନ୍ତ ଚାକିରିରେ ନିଯୁକ୍ତ ହୋଇଥିଲେ କର୍ଣ୍ଣଲେ ଟଡ଼୍ ତାଙ୍କ ରାଜସ୍ଥାନ ଗ୍ରନ୍ଥରେ ରାଜପୁତ ଜାତିର ବିଶେଷ ସୁଖ୍ୟାତି କରି ଅଛନ୍ତି]