ରାଜସେୟୀ କାରଖାନା Rājaseyī kārakhānā

  • ଦେ. ବି—(ସଂ. ରାଜସୂୟ) — ଆଡ଼ମ୍ବରପୂର୍ଣ୍ଣ କାର୍ଯ୍ୟ — A pompous work
  • ଦେ. ବି—(ସଂ. ରାଜସୂୟ) — [ଦ୍ର—ପୂର୍ବକାଳରେ ରାଜାମାନେ ରାଜସୂୟ ଯଜ୍ଞକୁ ଯେପରି ଅଜସ୍ର ଅର୍ଥ ବ୍ଯୟରେ ମହା ଆଡ଼ମ୍ବର ସହକାରେ ସମାଧାନ କରୁଥିଲେ ସେହିପରି କୌଣସି କାର୍ଯ୍ୟକୁ ଖୁବ୍ ଆଡ଼ମ୍ବର ଭାବରେ କଲେ ତାହାକୁ ରାଜସୋୟୀ କାରଖାନା ବୋଲାଯାଏ।]