ରାଜର୍ଷି Rājarshi

  • ସଂ. ବି — (କର୍ମଧା; ଯେଉଁ ଲୋକ ରାଜା ହୋଇ ଋଷି ପରି ଜୀବନ କଟାନ୍ତି)—ଯେଉଁ ବ୍ଯକ୍ତି ରାଜ ପଦରେ ଅଭିଷିକ୍ତ ହୋଇ ମଧ୍ୟ ଋଷି ପରି ଜ୍ଞାନା— ଲୋଚନା କରନ୍ତି ଏବଂ ସାଂସାରିକ ମାୟାବନ୍ଧନକୁ ଏଡ଼ି ଥାଆନ୍ତି — A king who lives the life of a sage; a saintly king
  • ସଂ. ବି — [ଦ୍ର—ମିଥିଳାର ରାଜା ଜନକ ଓ ବିଶ୍ୱାମିତ୍ର ରାଜର୍ଷି ଥିଲେ। ଋଷି 7 ପ୍ରକାରର ଯଥା—ଦେବର୍ଷି, ବ୍ରହ୍ମର୍ଷି, ମହର୍ଷି, ପରମର୍ଷି, ରାଜର୍ଷି, କାଣ୍ଡର୍ଷି, ଶୃତର୍ଷି। ଶେଷୋକ୍ତ 2 ଶ୍ରେଣୀ ବେଦର ଦ୍ରଷ୍ଟା। ରାଜବଂଶୀୟ ବା କ୍ଷତ୍ରିୟ କୁଳର ଋଷିଙ୍କୁ ରାଜର୍ଷି ବୋଲାଯାଏ—ହି. ଶ] — [ଦ୍ର—ମିଥିଳାର ରାଜା ଜନକ ଓ ବିଶ୍ୱାମିତ୍ର ରାଜର୍ଷି ଥିଲେ ଋଷି7ପ୍ରକାରର ଯଥା—ଦେବର୍ଷି, ବ୍ରହ୍ମର୍ଷି, ମହର୍ଷି, ପରମର୍ଷି, ରାଜର୍ଷି, କାଣ୍ଡର୍ଷି, ଶୃତର୍ଷି ଶେଷୋକ୍ତ2ଶ୍ରେଣୀ ବେଦର ଦ୍ରଷ୍ଟା ରାଜବଂଶୀୟ ବା କ୍ଷତ୍ରିୟ କୁଳର ଋଷିଙ୍କୁ ରାଜର୍ଷି ବୋଲାଯାଏ—ହି. ଶ]