ରାଜବର୍ତ୍ତ Rājabartta
- ଦେ. ବି—(ବୈଦ୍ଯକ ସଂ. ରାଜାବର୍ତ୍ତ) — ମଣି ବିଶେଷ — A kind of gem
- ଦେ. ବି—(ବୈଦ୍ଯକ ସଂ. ରାଜାବର୍ତ୍ତ) — [ଦ୍ର—ଏହା ଗୋଟିଏ ଉପରତ୍ନ ଅଟେ। ଶିରୀଶ ଫୁଲର ରସ ଓ ଅଦା ରସରେ ଭାବନା ଦେଲେ ଏହା ଔଷଧରୂପେ ବ୍ଯବହୃତ ହେବା ପାଇଁ ବିଶୋଧିତ ହୁଏ। ଶୋଧିତ ରାଜବର୍ତ୍ତ ମଣି ଚୂର୍ଣ୍ଣ କରି ଗନ୍ଧକ ଓ ଲେମ୍ବୁ ରସ ସହିତ ମର୍ଦନ ପୂର୍ବକ ସାତବାର ପୁଟପାକରେ ଦଗ୍ଧ କରିବ। ଏହି ଭସ୍ମ ସେବନ କଲେ ପ୍ରମେହ, ଅର୍ଶ, ପାଣ୍ଡୂ, କଫ ଓ ବାତରୋଗ ନଷ୍ଟ ହୁଏ। ଏହା ରସାୟନ, ଅଗ୍ନିଦୀପକ; ପାଚକ, ପିତ୍ତନାଶକ, ମଧୁର, ସ୍ନିଗ୍ଧ ଓ ବଳକାରକ। ଦ୍ରବ୍ୟଗୁଣ, କଳ୍ପଦ୍ରୂମ]