ରାଜପୁତନା Rājaputanā

  • ଦେ. ବି (ସଂ. ରାଜପତ୍ତନ କିମ୍ବା ରାଜପୁତ୍ର ସ୍ଥାନ) — ବିନ୍ଧ୍ୟାଚଳର ଉତ୍ତରରେ ଓ ସିନ୍ଧୁ ନଦୀର ଦକ୍ଷିଣ ଓ ପୂର୍ବ ଦିଗରେ ଅବସ୍ଥିତ କ୍ଷତ୍ରିୟ ରାଜ୍ୟ— ମଣ୍ଡଳ — A group of Indian States in northern India
  • ଦେ. ବି (ସଂ. ରାଜପତ୍ତନ କିମ୍ବା ରାଜପୁତ୍ର ସ୍ଥାନ) — [ଦ୍ର—ଏହି ରାଜ୍ୟମାନ ଇଂରାଜଶାସନାଧୀନ ଗୋଟିଏ ମଣ୍ଡଳରେ ଭୁକ୍ତ ହୋଇ ଜଣେ ପ୍ରତିନିଧି — (Political Agent)ଙ୍କ ତନଖିରେ ତତ୍ତତ୍ ରାଜାମାନଙ୍କ ଦ୍ୱାରା ଶାସିତ ହେଉଅଛି]