ରାଜପଧତି Rāja padhati

  • ଦେ. ବି—(ସଂ. ରାଜପଦ୍ଧତି; ରାଜ ପଦବୀ) — ରାଜଦତ୍ତ ଉପାଧି — A title bestowed by a king
  • ଦେ. ବି—(ସଂ. ରାଜପଦ୍ଧତି; ରାଜ ପଦବୀ) — ରାଜପଧିବ (ଦେଖ) — Rājapadhiba (See)