ରାଜଟୀକା Rājaṭīkā

  • ସଂ. ବି. — ଅଧୀନ ରାଜାମାନେ ସମ୍ରାଟଙ୍କ ମସ୍ତକରେ ଯେଉଁ ତିଳକ ଲଗାନ୍ତି — A mark of sandal paste on the forehead of an emperor put by the vassals in acknowledgement of his sovereignty
  • ସଂ. ବି. — ରାଜ୍ୟାଭିଷେକ — Installation on the throne