ରାଜଜୋଟକ Rājajoṭaka

  • ସଂ. ବି. — ଜ୍ୟୋତିଷ ଶାସ୍ତ୍ରୋକ୍ତ ବରକନ୍ୟାଙ୍କ ଜାତକରେ ଥିବା ପରସ୍ପରର ଶୁଭସୂଚକ ଯୋଗବିଶେଷ — An auspicious mutual position of the natal signs of the bride and the bridegroom
  • ସଂ. ବି. — [ଦ୍ର—ବରକନ୍ୟାଙ୍କର ରାଶିଦ୍ୱୟ ଏକ, ସମ, ସପ୍ତକ, ଚତୁର୍ଥ ଦଶମ କିମ୍ବା ତୃତୀୟ ଏକାଦଶ ହେଲେ ଏ ବିବାହ ଶୁଭକର ହୁଏ। ଏପରି ଯୋଗ ଘଟିଲେ ଗ୍ରହବୈର, ତାରାର ଅଶୁଦ୍ଧି, ଗଣଦୋଷ, ନାଡ଼ୀଦୋଷ, ବର୍ଣ୍ଣ- ଦୋଷଆଦି କୌଣସି ଦୋଷ ଧରାଯାଏ ନାହିଁ।]