ରାଜଜମ୍ବୁ Rājajambu

  • ସଂ. ବି. — ମହାଜମ୍ବୁ; ବଡ଼ଜାମୁ — A species of big blackberry; Eugenia
  • ସଂ. ବି. — ଗୋଲାପଜାମୁ — Rose berry
  • ସଂ. ବି. — [ଦ୍ର—ବୈଦ୍ୟ- ଶାସ୍ତ୍ର ମତରେ ଏହା ମଧୁର ରସ, ବିଷ୍ଟମ୍ଭୀ, ଗୁରୁ ଓ ରୁଚିକର— ଦ୍ରବ୍ଯଗୁଣ।]
  • ସଂ. ବି. — ଖର୍ଜ୍ଜୁର ବିଶେଷ — A sort of date