ରାଜକିଶୋର Rājakiṡora

  • ସଂ. ବି. ପୁଂ. — ଯୁବକ ରାଜା — A young king
  • ସଂ. ବି. ପୁଂ. — ଶ୍ରୀକୃଷ୍ଣଙ୍କ ନାମାନ୍ତର — A name applied to Srīkṛushṇa
  • ଦେ. ବି. ପୁଂ. — ଲୋକଙ୍କୁ ଦିଆଯିବା ନାମ — A name given to males