ରାଜ ରାଜେଶ୍ୱରୀ Rāja rājeṡwarī
- ସଂ. ବି. ସ୍ତ୍ରୀ — ସାମ୍ରାଜ୍ଞୀ — Empress
- ସଂ. ବି. ସ୍ତ୍ରୀ — (ଯଥା—ରାଜ ରାଜେଶ୍ୱରୀ ଭିକ୍ଟୋରିୟା।)
- ସଂ. ବି. ସ୍ତ୍ରୀ — ତନ୍ତ୍ରୋକ୍ତ ଦଶମହାବିଦ୍ଯା ମଧ୍ୟରୁ ଏକ ଦେବୀ — Name of one of the 10 Goddesses worshipped by the followers of Tantra
- ସଂ. ବି. ସ୍ତ୍ରୀ — [ଦ୍ର—ଏହାଙ୍କୁ ସାଧନା କଲେ ସାଧକ ସର୍ବସୁଖ ଓ ଅଧିପତ୍ୟ ଲାଭ କରେ।]