ରାଜ ଯକ୍ଷ୍ମା Rāja jakshmā

  • ସଂ. ବି—(ରାଜ=ଚନ୍ଦ୍ର+ଯକ୍ଷ୍ମା; ଚନ୍ଦ୍ରଙ୍କୁ ଏହି ରୋଗ ଧରି ଥିବାରୁ ଏହି ନାମ) — ରାଜକାଶ; ଅତି ଶୀଘ୍ର ପ୍ରାଣନାଶକ ଶ୍ୱାସରୋଗ ବିଶେଷ — Pulmonary consumption; pthisis