ରାଜ ବେରାଜ Rāja berāja

  • ବୈଦେ. ବି (ବିପରୀତାର୍ଥ ସହଚର; ଆ. ରାଜୀ+ ଗୈର୍ରାଜୀ) — ରାଜି ଓ ବେରାଜି; ସମ୍ମତି ଓ ଅସମ୍ମତି — Agreement and disagreement; consent and refusal
  • ବିଣ — ସମ୍ମତ ଓ ଅସମ୍ମତ — Consented and disagreeing