ରାଜ ବିଡ୍ୟା Rāja bidyā

  • ସଂ. ବି — ରାଜଯୋଗ (ଦେଖ) — Rājaj̄oga (See)
  • ସଂ. ବି — ଶ୍ରେଷ୍ଠ ବିଦ୍ଯା — The chief amongst knowledge or the sciences
  • ସଂ. ବି — ରାଜନୀତି — The science of Government
  • ସଂ. ବି — ରାଜବିଦ୍ଯା ରାଜଗୁହ୍ୟ (ଦେଖ) — Rājabidyā rājaguhya (See)