ରାଜ ବଖରୀ Rāja bakharī

  • ପ୍ରାଦେ. (ସମ୍ବଲପୁର) ବି — ରାଜପ୍ରାସାଦ — Palace
  • ପ୍ରାଦେ. (ସମ୍ବଲପୁର) ବି — ରାଜଧାନୀର ବାହାରେ— ରାଜାଙ୍କ ବାସ ନିମନ୍ତେ ନିର୍ମିତ ସ୍ଥାୟୀଗୃହ — Permanent building intended for the lodging of a Rājā when he comes to a place