ରାଜ ଦ୍ୱାର Rāja dwāra
- ସଂ. ବି ( 6 ଷ୍ଠୀ ତତ୍) — ରାଜାଙ୍କ ସିଂହଦ୍ୱାର ବା ଦିହୁଡ଼ି — The lion's gate of a king's palace
- ସଂ. ବି ( 6 ଷ୍ଠୀ ତତ୍) — ରାଜାଙ୍କ ଛାମୁ; ରାଜସାନ୍ନିଧ୍ୟ — Royal presence; being present before the king
- ସଂ. ବି ( 6 ଷ୍ଠୀ ତତ୍) — ରାଜସଭା; ରାଜ ଦରବାର — King's court
- ସଂ. ବି ( 6 ଷ୍ଠୀ ତତ୍) — (ଯଥା—ଆପଣଙ୍କୁ ରାଜଦ୍ୱାରରେ ଯଶ ମିଳୁ।)