ରାଜ ଦର୍ଶନ Rāja darsana

  • ସଂ. ବି ( 6 ଷ୍ଠୀ ତତ୍) — ରାଜାଙ୍କୁ ସାକ୍ଷାତ୍ କରିବା; ରାଜାଙ୍କର ସାକ୍ଷାତ୍କାର ଲାଭ — A evee; an audience granted by the king
  • ସଂ. ବି ( 6 ଷ୍ଠୀ ତତ୍) — [ଦ୍ର—ଜ୍ୟୋତିଷ ମତରେ ଶୁଭ ନକ୍ଷତ୍ର ଓ ଶୁଭ ତିଥିରେ ରାଜଦର୍ଶନ କରିବାର ବିଧି ଅଛି।]