ରାଜ କୋଶାତକୀ Rājakoṡātakī

  • ସଂ. ବି. — ଲତାଫଳ ବିଶେଷ; ବଡ଼ଜହ୍ନୀ; ପିତା— ତରଡ଼ା — Luffa Cylindrica; Luffa Amara; bitter luffa
  • ସଂ. ବି. — [ଦ୍ର—ବୈଦ୍ୟଶାସ୍ତ୍ର ମତରେ ଏହା ଶୀତଳ, ମଧୁରରସ, କଫ ବାତ କାରକ, ପିତ୍ତନାଶକ, ଅଗ୍ନିଦୀପକ ଏବଂ ଶ୍ୱାସ, ଜ୍ୱର, କାଶ ଓ କ୍ରିମିନିବାରକ—ଦ୍ରବ୍ଯଗୁଣ।]