ରାଜ କର୍ମ Raja karma

  • ସଂ. ବି. ନୃପାଦେଶରେ କରଣୀୟ କାର୍ଯ୍ୟ — Duties done under king's orders
  • ସଂ. ବି. ସରକାରୀ କାର୍ଯ୍ୟ — Government duties; state affairs
  • ସଂ. ବି. ରାଜ୍ୟଶାସନ କର୍ମ — Duties of administration or government