ରାଗାନ୍ଧ Rāgāndha

  • ସଂ. ବିଣ. ପୁଂ. (ତୃତୀୟା ତତ୍; ରାଗ+ଅନ୍ଧ) — କ୍ରୋଧାନ୍ଧ; କ୍ରୋଧଯୋଗୁଁ ହିତାହିତ ବିବେଚନା ଶୂନ୍ଯ — Blinded with rage
  • ସଂ. ବିଣ. ପୁଂ. (ତୃତୀୟା ତତ୍; ରାଗ+ଅନ୍ଧ) — [ଦ୍ର—ସଂସ୍କୃତରେ କ୍ରୋଧାନ୍ଧ ଅର୍ଥରେ 'ରାଗାନ୍ଧ' ବ୍ଯବହାର ପ୍ରାୟଶ ଦେଖାଯାଏ ନାହିଁ।]
  • ସଂ. ବିଣ. ପୁଂ. (ତୃତୀୟା ତତ୍; ରାଗ+ଅନ୍ଧ) — ଅନୁରାଗଯୋଗୁଁ ବିବେଚନା— ଶୂନ୍ଯ — Blinded with love or passions