ରାଗଷାଣ୍ଡବ Ragashāṇḍaba
- ସଂ. ବି. (ବୈଦ୍ୟକ) — ରାଗସାଡ଼ବ (ଦେଖ) — Rāgasaṟḍ̠aba (See)
- ସଂ. ବି. (ବୈଦ୍ୟକ) — କଞ୍ଚା ଆମ୍ବର ମୋରବ୍ୱା — A sort of mango preserve
- ସଂ. ବି. (ବୈଦ୍ୟକ) — [ଦ୍ର—କଞ୍ଚା ଆମ୍ବର ଚୋପା ଛେଲି ତା ଶସକୁ ଟାକୁଆରୁ ବାହାର କରି ତେଲରେ ଭାଜି, ଚିନି ରସରେ ସିଝାଇ ତହିଁରେ ମସଲାଗୁଣ୍ଡ ମିଶାଇଲେ ଏହା ପ୍ରସ୍ତୁତ ହୁଏ। ଏହା ବହୁଦିନ ଅବିକୃତ ରହେ।]