ରାଗ ମାର୍ଗ Rāga mārga

  • ସଂ. ବି. (ରାଗ=ଅନୁରାଗ+ମାର୍ଗ=ପଥ) (ବୈଷ୍ଣବ ସାହିତ୍ୟ) — ନିଃସ୍ୱାର୍ଥ ଈଶ୍ୱରପ୍ରେମ; ସାତ୍ୱିକ ଭକ୍ତି — Reverence for mere love or tender care of God without any selfish motive