ରାଖୀ ପୂର୍ଣ୍ଣମୀ Rākhī pūrṇṇamī

  • ଦେ. ବି.—(ସଂ. ରକ୍ଷୀ ପୂର୍ଣ୍ଣିମା) — ଶ୍ରାବଣ ପୂର୍ଣ୍ଣିମା; ଗହ୍ମା— ପୂର୍ଣ୍ଣମୀ — The fullmoon of the lunar month of Ṡrābaṇa
  • ଦେ. ବି.—(ସଂ. ରକ୍ଷୀ ପୂର୍ଣ୍ଣିମା) — [ଦ୍ର—ଏ ଦିନ ବନ୍ଧୁମାନେ ପରସ୍ପରର କଚଟିରେ ଖଣ୍ଡିଏ ଲେଖାଏଁ ରଞ୍ଜିତ ସୂତା (ରାଖୀ) ବାନ୍ଧନ୍ତି।]