ରାକ୍ଷୀ ବନ୍ଧନ Rākhī bandhana
- ଦେ. ବି.—(ସଂ. ରକ୍ଷା ଓ ବନ୍ଧନ) — ଗହ୍ମା ପୂର୍ଣ୍ଣମୀ ଦିନ ବନ୍ଧୁମାନେ ପରସ୍ପରର ଶୁଭ କାମନାର୍ଥ କଚଟିରେ ବାନ୍ଧିବା ରଞ୍ଜିତ ସୂତ୍ର — A coloured thread or string which friends put on
- ଦେ. ବି.—(ସଂ. ରକ୍ଷା ଓ ବନ୍ଧନ) — ଗହ୍ମାପୂର୍ଣ୍ଣମୀ ଦିନ ହାତରେ ରାଖୀ ବାନ୍ଧିବା କର୍ମ — The tying of Rākhī thread round the wrist on the fullmoon day of Ṡrābaṇa