ରାକ୍ଷାସୀ Rākshasī
- ଦେ. ବି. ସ୍ତ୍ରୀ — ରାକ୍ଷସୀ 1 (ଦେଖ) — ରାକ୍ଷସୀ(ଦେଖ)Rākshasī (See)
- ଦେ. ବି. ସ୍ତ୍ରୀ — [ଉ—କହଇ ଚାଟୁ କରି ରାକ୍ଷାସୁଣୀ। ପ୍ରତାପ. ଶଶିସେଣା।]
- ଦେ. ବି. ସ୍ତ୍ରୀ — ଅସାଧାରଣ ବିକଟ ରୂପ- ଗ୍ରହଣ ପୂର୍ବକ ଜନ୍ମ ହୋଇଥିବା ଜୀବ — A deformed animal born from animals
- ଦେ. ବି. ସ୍ତ୍ରୀ — [ଦ୍ର— ସମୟ ସମୟରେ ମନୁଷ୍ୟ ଓ ଗୋରୁମାନଙ୍କ ଗର୍ଭରୁ ବଡ଼— ମୁଣ୍ଡିଆ, ଏକ ଆଖିଆ, ଏପରି ଅସାଧାରଣ ଓ କଦାକାର ଶିଶୁ ଜନ୍ମ ହେବା ଦେଖାଯାଏ।]
- ବିଣ. — ଅତି ନିଷ୍ଠୁରା (ସ୍ତ୍ରୀ) — Very cruel; devilish (woman.)