ରାଓ ସାହେବ୍ Rāo sāheb

  • ଦେ. ବି. — ମାନ୍ଦ୍ରାଜ ପ୍ରଦେଶର ବିଶିଷ୍ଟ ବ୍ଯକ୍ତିଙ୍କୁ ଭାରତଗଭର୍ଣ୍ଣମେଣ୍ଟଙ୍କ ପ୍ରଦତ୍ତ ବ୍ଯକ୍ତିଗତ ଉପାଧି ବିଶେଷ — Rāo Sāheb; a title given to public-spirited gentlemen in Madras by the Viceroy