ରାଏ ମହାଶୟ Rāe mahaṡaya

  • ଦେ. ବି. — ବଙ୍ଗଦେଶରେ ମୁସଲମାନ୍ ରାଜାଙ୍କ ଅମଳରେ ବିଶିଷ୍ଟ ହିନ୍ଦୁ ରାଜକର୍ମଚାରୀମାନଙ୍କୁ ଦିଆଯିବା ସମ୍ମାନସୂଚକ ଉପାଧି ବିଶେଷ — A title of distinction given to Hindu officers of Government under the Mahomedan rule in Bengal
  • ଦେ. ବି. — [ଦ୍ର—ଏହି ଉପାଧିକୁ ବ୍ରିଟିଶ୍ ଗଭର୍ଣ୍ଣମେଣ୍ଟ ମଧ୍ୟ ସ୍ୱୀକାର କରିଅଛନ୍ତି।
  • ଦେ. ବି. — ଓଡ଼ିଶାରେ ଏହି ଉପାଧି ବଂଶଗତ ହୋଇଅଛି ଓ ବାଲେଶ୍ୱର ଜିଲ୍ଲାର ଦେହୁଡ଼ଦା, ଲକ୍ଷ୍ମଣନାଥ, କାଉପୁର ଓ କଟକର କିଶନ୍ନଗର ଗ୍ରାମର ବଙ୍ଗୀୟ କାୟସ୍ଥ ଜମିଦାର ବଂଶଙ୍କ ଉତ୍ତାରାଧିକାରୀମାନେ ଏହି ଉପାଧି ଦ୍ୱାରା ଆଜିପର୍ଯ୍ଯନ୍ତ ପରିଚିତ। ମେଦିନୀପୁରସ୍ଥ ଜକ୍ପୁରରେ ରାଏ ମହାଶୟଙ୍କ ବଂଶଧର ଅଛନ୍ତି। ଏମାନେ ସମସ୍ତେ ଏକ ବଂଶୋଦ୍ଭବ।]