ରାଏ ଫଏସଲା Rāe phaesalā

  • ବୈଦେ. ବି. (ସହଚର, ଫା) (କଚିରିଆ) — ରାଏ ଦେବା ଦ୍ୱାରା ମକଦମାର ଶେଷ ମୀମାଂସା — The disposal of a case by delivering judgement
  • ବୈଦେ. ବି. (ସହଚର, ଫା) (କଚିରିଆ) — ମକଦମାର ଶେଷ ମୀମାଂସା ସମ୍ବନ୍ଧୀୟ ହେତୁବାଦ ଓ ଆଦେଶ — Judgement and decree of a case