ରାଇଟ୍ ସିଂଘ Rāiṭ siṁgha

  • ଦେ. ବି. (ସଂ. ରାଜପୁତ୍ର+ସିଂହ) — ପୁରୀ ଜିଲ୍ଲା ଅନ୍ତର୍ଗତ କୋଠଦେଶପ୍ରଗନ୍ନାର ପୂର୍ବତନ କ୍ଷତ୍ରିୟ ଜମିଦାରମାନଙ୍କ ବଂଶୋପାଧି — Family-title of the Zamindars of Koṭhadeṡa in the district of Puri
  • ଦେ. ବି. (ସଂ. ରାଜପୁତ୍ର+ସିଂହ) — [ଦ୍ର—ଏମାନଙ୍କ ଜମିଦାରି ବିକ୍ରି ହୋଇଯିବାରୁ ତାହା ଅନ୍ୟମାନେ କିଣି ଅଛନ୍ତି। ଏମାନଙ୍କର ବଂଶଧରମାନେ ଏ ପର୍ଯ୍ୟନ୍ତ କୋଠଦେଶର ପ୍ରାଚୀନ ରାଜଧାନୀ ନିମାପଡ଼ାରେ ଅଛନ୍ତି।]